ତୁମେ ଅବନା ରାତିର ସାଵନା ରୂପସୀ
ମୁଁ ଯେ ନିଉଁଛୁଣା ସପନଟେ
ଛଳ ଛଳ ତୁମେ ମଦିରା ଛଲକ
ମୁଁ ଯେ ଦରଭଙ୍ଗା ପିଆଲାଟେ,
ଅଗଣା
ମଝିରେ ପୂଜା ପାଉଥିବା
ଅଗଣା
ତୁଳସୀ ତୁମେ
ଅଜଣା ପ୍ରେମର ପୂଜାରୀଟିଏ ମୁଁ
ଆଜିବି
ତୁମରି ନାମେ...।।ବେଳାଭୂମି
ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...
No comments:
Post a Comment