Friday, March 13, 2020

ଚାହିଁ ବସିଥିବି ପ୍ରଣୟ ତୋରଣେ


ଖସିଗଲେ ତୋର ରୂପ ଯଉବନ
          ଖୋସାରୁ ଖସିଲେ ଫୁଲ
ରୂପର ହାଟରେ କେହି ନଦେଲେ ତୋ
          ଜରା ଦେହଟାର ମୂଲ,
ଚାହିଁ ବସିଥିବି ପ୍ରଣୟ ତୋରଣେ

          ବିଶ୍ୱାସ ଦୀପଟେ ଜାଳି
ଭରଷାର ଦୁଇ ବାହୁ ମେଲି ତୋତେ
         ଆଦରେ ନେବାକୁ ତୋଳି ।।
ତପନ ଦୀକ୍ଷିତ(ବେଳା ଭୂମି)

ନାସିକେଶ୍ୱର, କାକଟପୁର, ପୁରୀ

No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ