Friday, March 13, 2020

ଶୁଭ ସକାଳର ଶୁଭେଚ୍ଛା


ସକାଳ କାକରେ ତୁମ ପାଦର ଅଳତା
ଘାସଫୁଲ ଓଠେ ସାଜେ ସତେକି! ମୁକୁତା,
ତହିଁପରେ ବାଳାରୁଣ କିରଣର ଛଟା
କେମିତି କହିବି କେତେ ? ପ୍ରଭାତ ମୋ ମିଠା।।ବେଳାଭୂମି


No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ