Wednesday, March 6, 2024

ଭକ୍ତି କୈବଲ୍ୟ

ଜୟ ଜଗନ୍ନାଥ :-


ଲିଭିଯାଉ ଅବା ଜଳୁଥାଉ ଏଇ

ନିଶ୍ୱାସ ସଳିତା ଦେହେ

ଖୁସିର ଝଲକେ ଅବା ଦୁଃଖ ଦୈନ୍ୟେ

ଆଖି ଭିଜୁଥାଉ ଲୁହେ,

ପିଉଥାଉ ଓଠ ଅବା ଅବା ଶୁଖୁ କଣ୍ଠ

ମଣିମା ମଣିମା କହି

ଯାଉ କି ଯାଉ ଶବ ସ୍ୱର୍ଗଦ୍ୱାର -

ଜଳୁ କି ଜଳୁ ଜୁଇ,

ଏତିକି ଅଳି ମୋ ମାଗୁଣି ଛାମୁ ହେ

ସେ ଶିଖା କମ୍ପନ ଶେଷେ

ଯେପରି ଧୂଆଁର ଧାର ମହ ମହ

ଅଗୁରୁ ଚନ୍ଦନ ବାସେ ।।ବେଳାଭୂମି

  

No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ