ପ୍ରଭୁ ମୁଣ୍ଡଠାରୁ
ଗୋଡ଼ ରକତ ମାଉଁସେ
ନି-ଆଇଁଷଏଠି
କାହିଁ
କିପରି ଭାବିବି
ଏ ମର ଜଗତେ
ଶୁଦ୍ଧ ଶାକାହାରୀ
ମୁହିଁ,
କ୍ରିୟା କାରଣରେ
କର୍ତ୍ତା ପରା ତୁମେ
କରି ଯେ କରାଉ
ଥାଅ
ପୁଣି କାଇଁ
ପ୍ରଭୁ ପ୍ରହସନଏଠି
ପାପ-ପୂଣ୍ୟର
କୁହ?।।ବେଳାଭୂମି
ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...
No comments:
Post a Comment